Posts

ମନ୍ କି ଵାତ୍ , ୧୦୦ତମ ଅଧ୍ଯାୟରେ, ଆକାଶବାଣୀ , କଟକର ସରୋଵରାହ କେନ୍ଦ୍ର, ଫକିରପଡାରେ ମୁଖ୍ଯ ଅତିଥି ଭାବେ ଯୋଗଦାନ।

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ରାଜ୍ୟସ୍ଥରୀୟ ପାଠଚକ୍ରରେ ମିଶ୍ରଶାଳର ପ୍ରତିଷ୍ଠାତାଙ୍କ ଯୋଗଦାନ ଓ ଅଭିଭାଷଣ