ଆକାଶ ଦୀପ on November 12, 2021 Get link Facebook X Pinterest Email Other Apps ପଞ୍ଚକ ସଂଜେ ଚଉରା ମୂଳେ ଆକାଶ ଦୀପ ଉଠାଇ ହେଳେ ଭକତିଭରା ମୁଣ୍ଡଆମରା ଓଡ଼ିଆ ଘର ଠାଣି, ଧର୍ମ ଅରଜେ ଜାଣି। ହବିଷ ଖିଆ ଦାନ ଦକ୍ଷିଣା, ମହାକାର୍ତ୍ତିକେ ନୁହଇ ଊଣା ଆଜିର ଦିନେ ପଡ଼ଇ ମନେ କାହିଁଗଲା ସେ ପ୍ରଥା ମିଶ୍ରଶାଳରେ ଭାବି ସେ କଥା ମନରେ ହୁଏ ବ୍ୟଥା।ଶାଳକାର ଡକ୍ଟର ଅଜୟ କୁମାର ମିଶ୍ରମିଶ୍ରଶାଳ, ମଧୁପାଟଣା, କଟକ Comments babuliNovember 12, 2021 at 11:29 PMPraise worthy efforts to retrieve age old traditions.🙏ReplyDeleteRepliesReplyUnknownNovember 12, 2021 at 11:33 PMଖୁବ୍ ମନଛୁଆଁ ଲେଖା। ଧନ୍ୟବାଦ ଦେବାକୁ ଭାଷା ପାଉନାହିଁ। ଲେଖନୀ ଚାଲୁଥାଉ।ଭଲରେ ଥାଆନ୍ତୁ। ଜୟ ଜଗନ୍ନାଥ।ReplyDeleteRepliesReplyChinmoyeeNovember 13, 2021 at 5:52 AMପୁରୁଣା ପରଂପରା, ପୁରୁଣା ପ୍ରଥା ହଜିଯାଉଥିବା ବେଳେ,ମିଶ୍ରଶାଳ ର ସୁନ୍ଦର ପ୍ରୟାସ।ଅନେକ ଅନେକ ବଧେଇ।ReplyDeleteRepliesReplyUnknownNovember 13, 2021 at 8:48 AMପରମ୍ପରା ଲୁପ୍ତ ପ୍ରାୟ ସାର୍ReplyDeleteRepliesReplyAdd commentLoad more... Post a Comment
Praise worthy efforts to retrieve age old traditions.🙏
ReplyDeleteଖୁବ୍ ମନଛୁଆଁ ଲେଖା। ଧନ୍ୟବାଦ ଦେବାକୁ ଭାଷା ପାଉନାହିଁ। ଲେଖନୀ ଚାଲୁଥାଉ।ଭଲରେ ଥାଆନ୍ତୁ। ଜୟ ଜଗନ୍ନାଥ।
ReplyDeleteପୁରୁଣା ପରଂପରା, ପୁରୁଣା ପ୍ରଥା ହଜିଯାଉଥିବା ବେଳେ,ମିଶ୍ରଶାଳ ର ସୁନ୍ଦର ପ୍ରୟାସ।ଅନେକ ଅନେକ ବଧେଇ।
ReplyDeleteପରମ୍ପରା ଲୁପ୍ତ ପ୍ରାୟ ସାର୍
ReplyDelete