Posts

ମିଶ୍ରଶାଳ ପରିଦର୍ଶନରେ ପୂର୍ଵତନ ବ୍ୟାଙ୍କ୍ ଅଧିକାରୀ ତଥା ପ୍ରଖ୍ୟାତ କବି ଶ୍ରୀଯୁକ୍ତ ଖ୍ରୀଷ୍ଟିୟାନ୍ ମହାନନ୍ଦିଆ

ମିଶ୍ରଶାଳ ପରିଦର୍ଶନରେ ଵିଶ୍ବହିନ୍ଦୁ ପରିଷଦ, ପ୍ରାନ୍ତସେଵା ପ୍ରମୁଖ, ଶିଦ୍ଧାର୍ଥ ଶଙ୍କର ସାମନ୍ତରାୟ ଓ ଦୀପକ କୁମାର ଚୌଧୁରୀ, ସମ୍ପାଦକ, ହୋଲି ଆସୋସିଏସନ୍ ଅଫ୍ ନ୍ୟାସନାଲ୍ ସର୍ଭିସ୍

ମିଶ୍ରଶାଳରେ ପ୍ରଖ୍ୟାତ ଶିକ୍ଷାବିତ୍, ସାହିତ୍ୟିକ, ତଥା ସ୍ତମ୍ଵକାର, ଭବାନୀପାଟଣା କଲେଜର ପୂର୍ଵତନ ଅଧକ୍ଷ ପ୍ରଫେସର୍ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ।

ମିଶ୍ରଶାଳରେ ପ୍ରଖ୍ୟାତ ଶିକ୍ଷାବିତ୍, ସାହିତ୍ୟିକ, ଭାଷାଵିତ୍ ତଥା ସ୍ତମ୍ଵକାର ରେଭେନ୍ସା କଲେଜର ପୂର୍ଵତନ ପ୍ରଫେସର ଡକ୍ଟର ନଟବର ଶତପଥୀ

ମିଶ୍ରଶାଳରେ ସାରଳା ସାହିତ୍ୟ ସଂସଦର ପ୍ରାଣପ୍ରତିଷ୍ଠାତା ଡକ୍ଟର ଇଂଜିନିୟର ପ୍ରଭାକର ସ୍ବାଇଁ ।

ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ,ପୁରୀରେ ମିଶ୍ରଶାଳ

ଲୋକକାରିଗର ଡକ୍ଟର ଅଜୟ କୁମାର ମିଶ୍ରଙ୍କୁ ଲୋକସଂସ୍କୃତି ଗଵେଷଣା ଓ ଲୋକକାରିଗରି ପାଇଁ ସର୍ଵପ୍ରଥମ "ସୁଲୋଚନା-ଗୌରାଙ୍ଗ ଲୋକକଳା ସମ୍ମାନ" ପ୍ରଦାନ