ଲୋକକାରିଗର ଡକ୍ଟର ଅଜୟ କୁମାର ମିଶ୍ରଙ୍କୁ ଲୋକସଂସ୍କୃତି ଗଵେଷଣା ଓ ଲୋକକାରିଗରି ପାଇଁ ସର୍ଵପ୍ରଥମ "ସୁଲୋଚନା-ଗୌରାଙ୍ଗ ଲୋକକଳା ସମ୍ମାନ" ପ୍ରଦାନ

ତା-୧୦-୦୩-୨୫ରିଖ ସନ୍ଧ୍ୟାରେ କଟକ ଲେଖକ ସହଯୋଗ ସମିତିର ୫୬ତମ ବାର୍ଷିକ ଉତ୍ସଵରେ ଲୋକସଂସ୍କୃତି ଗବେଷକ , ଶିକ୍ଷାବିତ୍ ତଥା ଲୋକକାରିଗର ଡକ୍ଟର ଅଜୟ କୁମାର ମିଶ୍ରଙ୍କୁ  ଲୋକସଂସ୍କୃତି ଗଵେଷଣା ଓ ଲୋକକାରିଗରି ପାଇଁ ସର୍ଵପ୍ରଥମ "ସୁଲୋଚନା-ଗୌରାଙ୍ଗ ଲୋକକଳା ସମ୍ମାନ" ପ୍ରଦାନ କରାଯାଇଛି । 



ଜଣେ ସାହିତ୍ୟ ସାଧକ ଭାବରେ, ଲୋକ କାରିଗରୀର ବିଚକ୍ଷଣତା ଭଳି ବିରଳ କୃତିତ୍ବ ପାଇଁ ତାଙ୍କୁ ସମ୍ଵର୍ଦ୍ଧିତ କରି, କଟକ ଲେଖକ ସହଯୋଗ ସମିତି , ସ୍ଵାତନ୍ତ୍ର୍ଯ ପ୍ରଦର୍ଶନ କରିଛନ୍ତି।






Comments